Below header
Browsing Tag

spring onion pakoda

ଶୀତୁଆ ପାଗରେ ଗରମା ଗରମ ଚା ସହିତ ଖାଆନ୍ତୁ ଅନିୟନ ସ୍ପ୍ରିଙ୍ଗ, ଏକଦମ୍‌ ମଜା ଆସିଯିବ

ଥଣ୍ଡା ଶୀତୁଆ ପାଗରେ ମସଲା ଚାର ସ୍ୱାଦ ସମସ୍ତଙ୍କୁ ବହୁତ ପସନ୍ଦ ଆସିଥାଏ। ଏହାସହିତ ଗରମା ଗରମ ପକୋଡିର ସ୍ୱାଦ ବେଶ୍‌ ନିଆରା। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ସ୍ପ୍ରିଙ୍ଗ୍‌ ଅନିୟନ ପକୋଡି। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ। ଆବଶ୍ୟକ ସାମଗ୍ରୀ…