Below header
Browsing Tag

sprinter bhagwani debi

୯୪ ବର୍ଷ ବୟସରେ ସ୍ବର୍ଣ୍ଣ ପଦକ ଜିତିଲେ ଭାଗଵାନୀ ଦେବୀ, ବିଭିନ୍ନ ପ୍ରାନ୍ତରୁ ଛୁଟୁଛି ପ୍ରଶଂସାର ସୁଅ

ଭାରତର ୯୪ ବର୍ଷୀୟା ସ୍ପ୍ରିଣ୍ଟର ଭାଗଵାନୀ ଦେବୀ ଦାଗର ଫିନଲାଣ୍ଡର ଟଂପେରେରେ ଅନୁଷ୍ଠିତ ବିଶ୍ୱ ମାଷ୍ଟର୍ସ ଆଥଲେଟିକ ଚମ୍ପିୟାନସିପରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ।  ମାତ୍ର ୨୪.୭୪ ସେକେଣ୍ଡର ସମୟ ମଧ୍ୟରେ ନିଜ ଲକ୍ଷ ହାସଲ କରି ଭାଗଵାନୀ ଦେବୀ ଏହି ବିଜୟ ହାସଲ କରିଥିବା ନେଇ ଯୁବ କ୍ରୀଡା…