Browsing Tag

sprout

ଭୁଲ୍‌ରେ ବି ଖାଆନ୍ତୁ ନାହିଁ କଞ୍ଚା ଗଜା ମୁଗ, ଜାଣନ୍ତୁ ଏହାକୁ ଖାଇବାର ସଠିକ୍‌ ଶୈଳୀ

ଗଜା ମୁଗ କିମ୍ବା ଗଜା ବୁଟ ଏକ ହେଲ୍‌ଦି ଖାଦ୍ୟ। ଏହା ହାଲ୍‌କା ହୋଇଥିବାରୁ ଶୀଘ୍ର ହଜମ ହୋଇଯାଏ। ଫଳରେ ସବୁ ବୟସର ଲୋକମାନେ ଏହାକୁ ଖାଇବାକୁ ପସନ୍ଦ କରିଥାନ୍ତି। ଶରୀରର ବିଭିନ୍ନ ସମସ୍ୟା ଦୂର କରିବାରେ ମଧ୍ୟ ସ୍ପାଉଟ୍‌ ବା ଗଜା ମୁଗ ସାହାଯ୍ୟ କରେ। ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ଓ ଭିଟାମିନ୍‌…