Browsing Tag

stampede in church

ରୋଗ ଭଲ ପାଇଁ ପବିତ୍ର ତେଲ ଲଗାଇବାକୁ ଯାଇ ଚର୍ଚ୍ଚରେ ଦଳାଚକଟା, ୨୦ ଜଣଙ୍କର ମୃତ୍ୟୁ

ତାଞ୍ଜାନିଆର ଏକ ଚର୍ଚ୍ଚରେ ଦଳାଚକଟା ଘଟି ୨୦ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଅନେକ ଲୋକ ଆହତ ହୋଇଛନ୍ତି । ଶନିବାର ସନ୍ଧ୍ୟାରେ ତାଞ୍ଜାନିଆର ଉତ୍ତରାଞ୍ଚଳରେ ଥିବା ମୋସି ଠାରେ ଏହି ଦୁର୍ଘଟଣା ଘଟିଛି । ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଚର୍ଚ୍ଚର ଷ୍ଟାଡିୟମ୍‌ରେ ଶହ ଶହ ଲୋକ ଏକାଠି…