Below header
Browsing Tag

state-label book-fair

ଯାଜପୁର: ଜମୁଛି ରାଜ୍ୟସ୍ତରୀୟ ଧର୍ମଶାଳା ପୁସ୍ତକ ମେଳା, ଖୋଲାଯାଇଛି ୩୦ ରୁ ଅଧିକ ଷ୍ଟଲ 

ଯାଜପୁରରେ ଜମୁଛି ରାଜ୍ୟସ୍ତରୀୟ ଧର୍ମଶାଳା ପୁସ୍ତକ ମେଳା । ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ପୁସ୍ତକ ମେଳା ଆସନ୍ତା ୭ ତାରିଖ ଯାଏ ଚାଲିବ । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ପୁସ୍ତକ ବିକ୍ରେତା ଏବଂ ପ୍ରଶାସକମାନେ ଯୋଗ ଦେଇଛନ୍ତି । ଚଳିତ ଥର ପ୍ରାୟ ୩୦ ରୁ ଅଧିକ ଷ୍ଟଲ ଖୋଲାଯାଇଛି ।…