ଯାଜପୁର: ଜମୁଛି ରାଜ୍ୟସ୍ତରୀୟ ଧର୍ମଶାଳା ପୁସ୍ତକ ମେଳା, ଖୋଲାଯାଇଛି ୩୦ ରୁ ଅଧିକ ଷ୍ଟଲ 

ଯାଜପୁରରେ ଜମୁଛି ରାଜ୍ୟସ୍ତରୀୟ ଧର୍ମଶାଳା ପୁସ୍ତକ ମେଳା । ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ପୁସ୍ତକ ମେଳା ଆସନ୍ତା ୭ ତାରିଖ ଯାଏ ଚାଲିବ । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ପୁସ୍ତକ ବିକ୍ରେତା ଏବଂ ପ୍ରଶାସକମାନେ ଯୋଗ ଦେଇଛନ୍ତି । ଚଳିତ ଥର ପ୍ରାୟ ୩୦ ରୁ ଅଧିକ ଷ୍ଟଲ ଖୋଲାଯାଇଛି । ପାଠକକୁ ଆକୃଷ୍ଟ କରିବା ପାଇଁ ପ୍ରତିଦନ ସଂଧ୍ୟାରେ ପୁସ୍ତକ ମେଳା କମିଟି ପକ୍ଷରୁ ଆଲୋଚନା ଚକ୍ର, ସାହିତ୍ୟ ସଭା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଦୀର୍ଘ ଚାରି ବର୍ଷ ହେବ ଏହି ପୁସ୍ତକ ମେଳା ଆୟୋଜିତ ହେଉଛି

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.