Below header
Browsing Tag

student abducted

କଲେଜ ସମ୍ମୁଖରୁ ଛାତ୍ରଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ୩ ଘଣ୍ଟା ପରେ ହେଲେ ଉଦ୍ଧାର

ଭୁବନେଶ୍ୱର(କେନ୍ୟୁଜ୍‌) : କଲେଜ ସମ୍ମୁଖରୁ ଛାତ୍ରଙ୍କୁ ଉଠାଇନେଲେ ଦୁର୍ବୃତ୍ତ । ପ୍ରଥମ ବର୍ଷର ଇଞ୍ଜନିୟରିଂ ଛାତ୍ରଙ୍କୁ ଖଣ୍ଡଗିରିରୁ ଅପହରଣ କରି ଜଟଣୀ ନେଇଯାଇଥିଲେ ଅଭିଯୁକ୍ତ । ପ୍ରୀତମ ଷଡ଼ଙ୍ଗୀ ନାମକ ଛାତ୍ରଙ୍କୁ ଏକ ବୁଲେଟରେ ଉଠାଇନେଇଥିଲେ । ଅଭିଯୋଗ ପରେ ଖଣ୍ଡିଗରି ଥାନା ପୋଲିସ…