Below header
Browsing Tag

subash bose

କଟକ: ମାର୍ଚ୍ଚ ମାସ ସୁଦ୍ଧା ଶେଷ ହେବ ନେତାଜୀ ସୁବାଷ ଚନ୍ଦ୍ର ବୋଷ ବସ ଟର୍ମିନାଲ କାମ, ସମୀକ୍ଷା କଲେ ଜିଲ୍ଲାପାଳ ଓ…

କଟକ(କେନ୍ୟୁଜ୍): କଟକ ଖାନନଗରରେ ଚାଲିଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷ ବସ ଟର୍ମିନାଲ କାମ ମାର୍ଚ୍ଚ ମାସ ସୁଦ୍ଧା ଶେଷ ହେବ। ଆଜି ଅପରାହ୍ନରେ କେନ୍ଦ୍ରାଞ୍ଚଳ ଆରଡିସି, କଟକ ଜିଲ୍ଲାପାଳ ଓ ସିଏମସି କମିଶନରଙ୍କ ନୂଆ ବସଷ୍ଟାଣ୍ଡରେ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଓବିସିସି ଓ ଆର ଆଣ୍ଡ ବି…

ଜାନୁଆରୀ ୨୩ରୁ ଆରମ୍ଭ ହୋଇ ବର୍ଷେ ବ୍ୟାପୀ ଚାଲିବ ସୁଭାଷ ବୋଷଙ୍କ ୧୨୫ତମ ଜୟନ୍ତୀ ମହୋତ୍ସବ,ସ୍ମରଣୀୟ କରିବା ଉଦ୍ଦେଶ୍ୟରେ…

କେନ୍ୟୁଜ୍(ବ୍ୟୁରୋ):  ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜୟନ୍ତୀ । ଜାନୁଆରୀ ୨୩ରୁ ଆରମ୍ଭ ହୋଇ ବର୍ଷେ ବ୍ୟାପୀ ଚାଲିବ ମହୋତ୍ସବ । କଟକ ଓ ଭୁବନେଶ୍ୱର ସମେତ ଦେଶ ବିଦେଶରେ ଆୟୋଜିତ ହେବ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ । ଠିକଣା ଭାବେ ପାଳନ ପାଇଁ ଓ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଏକ କମିଟି ଗଠନ…