ବିଦ୍ୟୁତ୍ ବିଲ ପଇଠ କରି ପାଇଲେ ଉପହାର, ନିଆରା ପ୍ରୟାସରେ ସମସ୍ତେ ଖୁସି
ବିଦ୍ୟୁତ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ TPWODL ତରଫରୁ ନିଆରା ପ୍ରୟାସ ଆରମ୍ଭ ହୋଇଛି । ଯେଉଁ ମାନଙ୍କ ବକେୟା ନାହିଁ ଏବଂ ପ୍ରତ୍ୟେକ ମାସରେ ନିୟମିତ ବିଦ୍ୟୁତ ବିଲ୍ ଦେଉଛନ୍ତି ସେମାନଙ୍କୁ ଖୁଲ ଯା ସିମ୍ ସିମ୍ ଢଙ୍ଗରେ ଅର୍ଥାତ ଲକି କୁପନ ଉଠାଣ ମାଧ୍ୟମରେ ପୁରସ୍କାର ଦେଇ ସମ୍ମାନିତ…