Below header
Browsing Tag

suchismita routray

ବଲିଉଡ୍‌ର ଟପ୍‌ କ୍ୟାମେରାପର୍ସନ‌ ଏବେ କଟକ ରାସ୍ତା କଡ଼ରେ ବିକୁଛନ୍ତି ମୋମୋ

ବଲିଉଡ୍‌ର ଟପ୍‌ କ୍ୟାମେରାମ୍ୟାନ୍‌ ଏବେ ରାସ୍ତା କଡ଼ରେ ବିକୁଛନ୍ତି ମୋମୋ। ପେଟ ଚାଖଣ୍ଡକ ପାଇଁ ରାସ୍ତା କଡ଼କୁ ଚାଲିଆସିଛନ୍ତି ସବୁ ବିଳାସବ୍ୟସନକୁ ଛାଡ଼ି। ଫିଲ୍ମର କାହାଣୀ ଭଳି ଲାଗୁଥିଲେ ବି ଏହା ସତ। କରୋନା ବଦଳାଇଦେଲା ସବୁକିଛି। ଦିନେ ବଡ଼ ବଡ଼ ଫିଲ୍ମ ଷ୍ଟାରଙ୍କ କ୍ୟାମେରା ପର୍ସନ ଭାବେ କାମ…