Below header
Browsing Tag

suffocation death

ଆନ୍ଧ୍ରପ୍ରଦେଶର ସରକାରୀ ହସପିଟାଲରେ ୮ ରୋଗୀ ମୃତ, ଅକ୍ସିଜେନ ଅଭାବରୁ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ

ଆନ୍ଧ୍ରପ୍ରଦେଶର ନେଲ୍ଲୋର ସହରରେ ଥିବା ଏକ ସରକାରୀ ହସପିଟାଲରେ ଶ୍ୱାସରୁଦ୍ଧ ହୋଇ ୮ ରୋଗୀ ମୃତ୍ୟୁ ହୋଇଛି । ତେବେ ପରିବାର ପକ୍ଷରୁ ହସପିଟାଲରେ ଅକ୍ସିଜେନ ଅଭାବରୁ ହୋଇଛି ବୋଲି ଅଭିଯୋଗ ହେଉଥିବା ବେଳେ ହସପିଟାଲ କର୍ତ୍ତୃପକ୍ଷ ମନା କରୁଛନ୍ତି । ଏମାନଙ୍କ ମୃତ୍ୟୁ ରୋଗ କାରଣରୁ ହୋଇଛି ବୋଲି…

ଭୁବନେଶ୍ୱର ଟଙ୍କପାଣି ଅଞ୍ଚଳରେ ଅଘଟଣ: ସ୍ୱେରେଜ ଟାଙ୍କିରେ ପଶି କାମ କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୨ମୃତ

ଭୁବନେଶ୍ୱର: ଭୁବନେଶ୍ୱର ଟଙ୍କପାଣି ଅଞ୍ଚଳରେ ଅଘଟଣ । ଶ୍ୱାସରୁଦ୍ଧ ହୋଇ ଦୁଇ ଜଣଙ୍କ ମୃତ୍ୟୁ । ସ୍ୱେରେଜ ଟାଙ୍କିରେ ପଶି କାମ କରୁଥିବା ବେଳେ ଘଟିଛି ଏହି ଅଘଟଣ । ମୃତକ ଦୁଇ ଜଣ ହେଲେ କୁନାରାମ ସର୍ଦ୍ଦାର ଓ ସିଲୁ ପେରୁଆ । ସେମାନଙ୍କ ଘର ଟଙ୍କପାଣି ରୋଡରେ । ତେବେ ଉଭୟଙ୍କୁ ଗୁରୁତର…