Browsing Tag

Sunidhi Chauhan

ପ୍ରଥମ ଥର ପାଇଁ ଟାଇମ୍ସ ସ୍କୋୟାରରେ ଲାଗିଲା ଲୋକପ୍ରିୟ ଭାରତୀୟ ଗାୟିକା ସୁନିଧି ଚୌହାନ ଏବଂ ଶାଲମଲୀ ଖୋଲଗଡେଙ୍କ ଫଟୋ

ଭାରତର ଲୋକପ୍ରିୟ ଗାୟିକା ସୁନିଧି ଚୌହାନ ଏବଂ ଶାଲମଲୀ ଖୋଲଗଡେଙ୍କ ଲାଟେଷ୍ଟ ଗୀତ ‘ହିଅର ଇଜ ବିୟୁଟିଫୁଲ’ ଖୁବ୍ ଭାଇରଲ ହେବାକୁ ଲାଗିଛି। ଏହି ଗୀତର ଲୋକପ୍ରିୟତା ଦେଖିବା ପାଇଁ ଦୁହିଁଙ୍କୁ ନ୍ଯୁୟର୍କର ମେନହଟ୍ଟନ ସ୍ଥିତ ମେନ ଇଲିଟ ଟାଇମ୍ସ ସ୍କୋୟାର ବିଲବୋଡ ସ୍କ୍ରିନରେ ଦେଖିବାକୁ ମିଳିବ।…