ପ୍ରଥମ ଥର ପାଇଁ ଟାଇମ୍ସ ସ୍କୋୟାରରେ ଲାଗିଲା ଲୋକପ୍ରିୟ ଭାରତୀୟ ଗାୟିକା ସୁନିଧି ଚୌହାନ ଏବଂ ଶାଲମଲୀ ଖୋଲଗଡେଙ୍କ ଫଟୋ

ଭାରତର ଲୋକପ୍ରିୟ ଗାୟିକା ସୁନିଧି ଚୌହାନ ଏବଂ ଶାଲମଲୀ ଖୋଲଗଡେଙ୍କ ଲାଟେଷ୍ଟ ଗୀତ ‘ହିଅର ଇଜ ବିୟୁଟିଫୁଲ’ ଖୁବ୍ ଭାଇରଲ ହେବାକୁ ଲାଗିଛି। ଏହି ଗୀତର ଲୋକପ୍ରିୟତା ଦେଖିବା ପାଇଁ ଦୁହିଁଙ୍କୁ ନ୍ଯୁୟର୍କର ମେନହଟ୍ଟନ ସ୍ଥିତ ମେନ ଇଲିଟ ଟାଇମ୍ସ ସ୍କୋୟାର ବିଲବୋଡ ସ୍କ୍ରିନରେ ଦେଖିବାକୁ ମିଳିବ।

 

View this post on Instagram

 

A post shared by Sunidhi Chauhan (@sunidhichauhan5)

ସୁନିଧି ଚୌହାନ ଏବଂ ଶାଲମଲୀଙ୍କ ମ୍ଯୁଜିକ ପ୍ରୋଗ୍ରାମ ‘ସ୍ପୋଟିଫାଇ ଇକ୍ବଲ’ର ଭାଗ ନେଇଥିବା ଏକମାତ୍ର ଭାରତୀୟ ଗାୟିକା। ଯାହା ଗାୟିକାମାନଙ୍କ ପାଇଁ ସମାନତା ଅପିଲ୍ କରିଥାଏ। ଏହାକୁ ନେଇ ଶାଲମଲୀ କହିଛନ୍ତି, ଏବେ ସେଲିବ୍ରେସନର ଦିନ ନୁହେଁ, ଆମ ଚାରିପାଖରେ ଏତେ ମାତ୍ରାରେ କ୍ଷତି ହେଉଛି ଯେ, ତାହାକୁ ବର୍ଣ୍ଣନା କରିହେବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.