Below header
Browsing Tag

sunrise

ନୂଆ ବର୍ଷର ନୂଆ ସକାଳ: ଚନ୍ଦ୍ରଭାଗାରେ ସୂର୍ଯ୍ୟୋଦୟ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼

ଗୋପ (କେନ୍ୟୁଜ): ଆଜିଠୁ ନୂଆ ବର୍ଷର ନୂଆ ସକାଳ । ସରିଗଲା ସ୍ମୃତି, ଆସିଛି ଅନୁଭୂତିର ଆଉ ଏକ ଅଧ୍ୟାୟ । ପଛକୁ ରହିଗଲା ମାନ ଅଭିମାନ । ଏକ ନୂଆ ସମ୍ଭାବନା, ନୂଆ ଆକାଂକ୍ଷା , ନୂଆ ସଂଖ୍ୟାକୁ ସାଥୀ କରି ଆସିଛି ବର୍ଷ ୨୦୨୪ । ଚନ୍ଦ୍ରଭାଗାରେ ୨୦୨୪ ବର୍ଷର ପ୍ରଥମ ସୂର୍ଯ୍ୟୋୟ ଦେଖିଛନ୍ତି…

ବିଦାୟ ନେଉଛି ୨୦୨୩ : ବର୍ଷର ଶେଷ ସୂର୍ଯ୍ୟ ଉଦୟ ଦେଖିବାକୁ ଚନ୍ଦ୍ରଭାଗା ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼

କୋଣାର୍କ (କେନ୍ୟୁଜ): ବିଦାୟ ନେଉଛି ୨୦୨୩ । ନୂଆ ଆଶା, ଉଦ୍ଦୀପନା ନେଇ ପୁଣି ଆରମ୍ଭ ହେବ ନୂଆ ବର୍ଷ। ୨୦୨୪କୁ ସ୍ୱାଗତ କରିବା ପାଇଁ ସବୁଠୁ ପ୍ରସ୍ତୁତି ଆରମ୍ଭ ହେଲାଣି ଏବର୍ଷର ଶେଷ ସୂର୍ଯ୍ୟ ଉଦୟ ଦର୍ଶନ କରିବା ପାଇଁ ଚନ୍ଦ୍ରଭାଗା ବେଳାଭୂମିରେ ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ଼ ।…

ଭାରତର ଏହି ସ୍ଥାନରେ ପଡ଼େ ସୂର୍ଯ୍ୟର ପ୍ରଥମ କିରଣ, ଦୂର ଦୂରାନ୍ତରରୁ ଆସିଥାନ୍ତି ପର୍ଯ୍ୟଟକ

ପ୍ରକୃତିରେ ଅନେକ ରହସ୍ୟ ରହିଛି । ପ୍ରକୃତି ହେଉଛି ଭଗବାନଙ୍କର ସୁନ୍ଦର ସୃଷ୍ଟି । ପ୍ରକୃତି ର ମନୋରମ ସୌନ୍ଦର୍ଯ୍ୟ ଦେଖିବାକୁ ଚାହୁଁଥିଲେ ଆପଣ ସୂର୍ଯ୍ୟଦୋୟକୁ ଦେଖି ପାରିବେ । ସୂର୍ଯ୍ୟର ପ୍ରଥମ କିରଣ ଯେତେବେଳେ ପୃଥିବୀ ପୃଷ୍ଠରେ ପଡ଼େ, ସେତେବେଳେ ପୃଥିବୀର ସୁନ୍ଦରତା ଅଧିକ ବଢିଯାଏ ।…

ସୂର୍ଯ୍ୟଗ୍ରହଣ ସମୟରେ ଜପ କରନ୍ତୁ ଏହି ମନ୍ତ୍ର, ସଫଳତା ମିଳିବା ସହିତ ବିନାଶ ହେବେ ଶତ୍ରୁ

ଗ୍ରହଣ ଲାଗିବା ଏକ ଅଲୌକିକ ଘଟଣା। ସେହିପରି ସରଳ ଭାଷାରେ କହିବାକୁ ଗଲେ ଯେତେବେଳେ ଚନ୍ଦ୍ର, ସୂର୍ଯ୍ୟ ଏବଂ ପୃଥିବୀର ମଝିରେ ଆସିଯାଏ ସେତେବେଳେ ସୂର୍ଯ୍ୟଙ୍କର କିରଣ ପୃଥିବୀ ପର୍ଯ୍ୟନ୍ତ ପହଁଚିପାରେନାହିଁ ତେବେ ସେହି ଘଟଣାକୁ ସୂର୍ଯ୍ୟଗ୍ରହଣ କୁହାଯାଏ। ଗ୍ରହଣର ପ୍ରଭାବ ଆରମ୍ଭ ହୋଇଗଲା ପରେ…