Below header

ନୂଆ ବର୍ଷର ନୂଆ ସକାଳ: ଚନ୍ଦ୍ରଭାଗାରେ ସୂର୍ଯ୍ୟୋଦୟ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼

ଚନ୍ଦ୍ରଭାଗାରେ ୨୦୨୪ ବର୍ଷର ପ୍ରଥମ ସୂର୍ଯ୍ୟୋୟ ଦେଖିଛନ୍ତି ପର୍ଯ୍ୟଟକ । ଏଥିପାଇଁ ଚନ୍ଦ୍ରଭାଗାରେ ଜମିଥିଲା ନାହିଁ ନଥିବା ଭିଡ଼ । ନୂଆବର୍ଷ ସମସ୍ତଙ୍କ ପାଇଁ ସୁଖ ସମୃଦ୍ଧି ଆଣିଦେଉ,ମହାପ୍ରଭୁ ସୂର୍ଯ୍ୟ ନାରାୟଣଙ୍କ ନିକଟରେ ଏହି ପ୍ରାର୍ଥନା କରି ଦୀପ ଜାଳିଛନ୍ତି ଶ୍ରଦ୍ଧାଳୁ ।

ଗୋପ (କେନ୍ୟୁଜ): ଆଜିଠୁ ନୂଆ ବର୍ଷର ନୂଆ ସକାଳ । ସରିଗଲା ସ୍ମୃତି, ଆସିଛି ଅନୁଭୂତିର ଆଉ ଏକ ଅଧ୍ୟାୟ । ପଛକୁ ରହିଗଲା ମାନ ଅଭିମାନ । ଏକ ନୂଆ ସମ୍ଭାବନା, ନୂଆ ଆକାଂକ୍ଷା , ନୂଆ ସଂଖ୍ୟାକୁ ସାଥୀ କରି ଆସିଛି ବର୍ଷ ୨୦୨୪ ।

ଚନ୍ଦ୍ରଭାଗାରେ ୨୦୨୪ ବର୍ଷର ପ୍ରଥମ ସୂର୍ଯ୍ୟୋୟ ଦେଖିଛନ୍ତି ପର୍ଯ୍ୟଟକ । ଏଥିପାଇଁ ଚନ୍ଦ୍ରଭାଗାରେ ଜମିଥିଲା ନାହିଁ ନଥିବା ଭିଡ଼ । ନୂଆବର୍ଷ ସମସ୍ତଙ୍କ ପାଇଁ ସୁଖ ସମୃଦ୍ଧି ଆଣିଦେଉ,ମହାପ୍ରଭୁ ସୂର୍ଯ୍ୟ ନାରାୟଣଙ୍କ ନିକଟରେ ଏହି ପ୍ରାର୍ଥନା କରି ଦୀପ ଜାଳିଛନ୍ତି ଶ୍ରଦ୍ଧାଳୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.