Below header
Browsing Tag

supply inspector

ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ସପ୍ଲାଇ ଇନ୍ସପେକ୍ଟର

ଗଜପତି: ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ସପ୍ଲାଇ ଇନ୍ସପେକ୍ଟର । ଗଜପତି ଜିଲ୍ଲା ନୂଆଗଡ଼ା ବ୍ଲକରେ କାର୍ଯ୍ୟରତ ସପ୍ଲାଇ ଇନ୍ସପେକ୍ଟର ସବ୍ୟସାଚୀ ମହାପାତ୍ର ତାଙ୍କ ସରକାରୀ ବାସ ଭବନରେ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି । ଅଭିଯୋଗ ମୁତାବକ ଗଂଜାମ ଜିଲ୍ଲା ଧରାକୋଟ…

ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ଯୋଗାଣ ନିରୀକ୍ଷକ, କିରୋସିନ ଉଠାଣ ଅନୁମତି ପାଇଁ ୨୦ ହଜାର ଟଙ୍କା ନେଉଥିଲେ ଲାଞ୍ଚ

ଖୋର୍ଦ୍ଧା(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ବ୍ଲକର ଯୋଗାଣ ନିରୀକ୍ଷକ ମାର୍ଶାଲିନ ପଢିହାରି। ଜଣେ ଡିଲରଙ୍କ ଠାରୁ କିରୋସିନ ଉଠାଣ ପାଇଁ ଅନୁମତି ଦେବାକୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କଲା ଗିରଫ। ମିଳିଥିବା ଖବର ମୁତାବକ ପଲ୍ଲା ଅଂଚଳର ଡିଲର ଅମ୍ବିକା ପ୍ରଶାଦ…