Below header
Browsing Tag

Supreeme court

ସାମ୍ବାଦିକଙ୍କ ଭୁଲ ରିପୋର୍ଟ ଉପରେ ମକଦ୍ଦମା କରାଯାଇ ପାରିବ ନାହିଁ, ସାମ୍ବାଦିକତା ନେଇ ସୁପ୍ରିମକୋର୍ଟ କହିଲେ ଏମିତି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଏହିଟର୍ସ ଗିଲ୍ଡ ଅଫ ଇଣ୍ଡିଆ (EGI) ଓ ତାଙ୍କର ୪ ଜଣ ସଦସ୍ୟଙ୍କୁ ଦଣ୍ଡ ମୁକ୍ତ କରିଛନ୍ତି । ସେମାନଙ୍କ ଉପରେ ମଣିପୁରର ବିଭିନ୍ନ ସମ୍ପଦ୍ରାୟଙ୍କ ପକ୍ଷରୁ ହିଂସା ବା ଶତ୍ରୁତା ବୃଦ୍ଧି ପାଇଁ ଅଭିଯୋଗ ରହିଥିଲା । ସେମାନଙ୍କ ଉପରେ ଥିବା ଅଭିଯୋଗରେ ‘ସରକାରଙ୍କୁ ଜବାବ…

ସମଲିଙ୍ଗୀ ବିବାହ ନେଇ ସଲିସିଟର ଜେନେରାଲଙ୍କ ପ୍ରଶ୍ନରେ ହାତ ଟେକିଦେଲେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ

ନୂଆଦିଲ୍ଲୀ : ସମଲିଙ୍ଗୀ ବିବାହ ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମେହେତା ଏମିତି ଏକ ପ୍ରଶ୍ନ ପଚାରିଲେ, ଯାହାର ଉତ୍ତର ମୁଖ୍ୟ ବିଚାରପତି ଚନ୍ଦ୍ରଚୂଡ ସିଂହ ଓ ତାଙ୍କର ଟିମ ପାଖରେ ନଥିଲା । ୫ ଜଜ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ ଯେ ଏହା ସମ୍ପର୍କରେ ମତ ଦେବା ନିଶ୍ଚୟ ଅସମ୍ଭବ ।…

ଲିଭ ଇନ ରିଲେସନସିପରେ ଜନ୍ମିତ ସନ୍ତାନ ପୈତୃକ ସମ୍ପତ୍ତିର ଅଧିକାରୀ-ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଯଦି କୌଣସି ପୁରୁଷ ଓ ମହିଳା ଏକ ସଂଗରେ ରହିଥାନ୍ତି, ତେବେ ତାହା ଆଇନ ଅନୁସାରେ ବିବାହ ଭଳି ମନାଯିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଲିଭ ଇନ ରିଲେସନସିପ ଉପରେ ସୁପ୍ରିମକୋର୍ଟ ଦେଇଛନ୍ତି ଏକ ଐତିହାସିକ ରାୟ । ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି କେହି ପୁରୁଷ ଓ ମହିଳା ଦୀର୍ଘ…

ସୁପ୍ରିମକୋର୍ଟ କହିଲେ, ମାମଲାର ତ୍ୱରିତ ଫଇସଲା ପାଇଁ ଏଣିକି ସମନ ଓ କୋର୍ଟ ନୋଟିସ୍‌ ଆସିବ ଟେଲି ମେସେଞ୍ଜରରେ

ନୂଆଦିଲ୍ଲୀ : ଏଣିକି ହ୍ଵାଟ୍ସଆପ୍‌, ଇ-ମେଲ୍‌,ଫ୍ୟାକ୍ସ ଓ ଅନ୍ୟାନ୍ୟ ଟେଲି ମେସେଞ୍ଜର ଯୋଗେ ସମନ ଓ କୋର୍ଟ ନୋଟିସ୍‌ ଆସିବ ବୋଲି ସୁପ୍ରିମକୋର୍ଟ ଶୁକ୍ରବାର ପ୍ରକାଶ କରିଛନ୍ତି । ବହୁ ଯାଗାରେ ଡାକ ଯୋଗେ ସମନ ପହଞ୍ଚାଇବା ସମ୍ଭବ ହେଉନାହିଁ । ବେଳେ ବେଳେ ସମନ ପହଞ୍ଚିବାକୁ ଅନେକ ଦିନ…