Below header
Browsing Tag

supreme court to hear article 35A

ଆଜିଠାରୁ ସୁପ୍ରିମକୋର୍ଟରେ ଧାରା ୩୫-ଏ ନେଇ ଶୁଣାଣି

ଦିଲ୍ଲୀ(କେନ୍ୟୁଜ୍) : ସମ୍ବିଧାନର ଧାରା ୩୫- ଏ ବିରୋଧରେ ହୋଇଥିବା ଆବେଦନର ଶୁଣାଣି ସୁପ୍ରିମକୋର୍ଟରେ ଆଜିଠାରୁ ଆରମ୍ଭ ହୋଇପାରେ । କେନ୍ଦ୍ର ସରକାର ଏହି ଧାରାର ଉଚ୍ଛେଦ ନେଇ ଯୋଜନା କରିଥିବା ବେଳେ ଏହା ବିରୋଧରେ ଅନେକ ସଂଗଠନ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ୱି ଦି ସିଟିଜେନ ଦାଖଲ…