ସ୍ୱରା ଭାସ୍କର ରାଜନୈତିକ କର୍ମୀ ଫହଦ୍ ଅହମଦଙ୍କୁ କଲେ କୋର୍ଟ ବିବାହ; ଭିଡିଓ ସେୟାର କରି କହିଲେ ଏମିତି କଥା
ସ୍ୱରା ଭାସ୍କର ଗତ କିଛି ଦିନ ହେବ ନିଜ ରିଲେସନଶିପ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏବେ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ୍ ସେୟାର କରି ନିଶ୍ଚିତ କରିଛନ୍ତି ଯେ ସେ ରାଜନୈତିକ କର୍ମୀ ଫହାଦ ଜିରାର ଅହମ୍ମଦଙ୍କ ସହିତ କୋର୍ଟ ବିବାହ କରିଛନ୍ତି। ଏହି କଥାର ସୂଚନା ଦେଇ ସ୍ୱରା ଫହଦଙ୍କ ପାଇଁ ଏକ…