Below header
Browsing Tag

t-20 world cup fixtures

୨୦୨୦ ଆଇସିସି ଟି-୨୦ ବିଶ୍ୱକପ୍‌ ପାଇଁ କ୍ରୀଡ଼ାସୂଚୀ ଘୋଷିତ

ମୁମ୍ବାଇ : ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୦ ଅକେଟାବର ୧୮ରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଖେଳାଯିବ ଆଇସିସି ଟି-୨୦ ବିଶ୍ୱକପ୍‌ । ଏଥିରେ ୧୬ଟି ଦଳ ଭାଗ ନେବେ । ଏମାନଙ୍କ ମଧ୍ୟରୁ ୧୦ଟି ଟିମ୍‌ ସିଧାସଳଖ ଟୁର୍ଣ୍ଣାମେଣ୍ଟରେ ପ୍ରବେଶ କରିଥିବା ବେଳେ ବାକି ୬ଟି ଦଳ ଯୋଗ୍ୟତା…