Below header
Browsing Tag

taking oath

ମୋଦି ଦ୍ବିତୀୟଥର ପ୍ରଧାନମନ୍ତ୍ରୀ ହେବାରୁ ବହୁତ ଖୁସି ଏହି ସେଲୁନ୍ ମାଲିକ, ମାଗଣାରେ ଗ୍ରାହକଙ୍କୁ ଦେଉଛନ୍ତି ସେବା

ଜୋଧପୁର :  ଆଜିଠୁ ଆରମ୍ଭ ହେବ ମୋଦିଙ୍କ ଦ୍ୱିତୀୟ ଇନିଂସ । ଆଉ କିଛି ସମୟ ପରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦି । ସେହି ଖୁସିରେ ରାଜସ୍ଥାନର ଜୋଧପୁର ଅଞ୍ଚଳରେ ଜଣେ ସେଲୁନ ଦୋକାନୀ ମାଗଣାରେ ଗ୍ରାହକଙ୍କ ଚୁଟି ଓ ଦାଢି କାଟିଛନ୍ତି । ମୋଦିଙ୍କ…