Browsing Tag

tamato chicken

କାଲି ଛାଡଖାଇ, ଚାଲ ପ୍ରସ୍ତୁତ କରିବା ‘ଟମାଟୋ ଚିକେନ’

କାଲି ଛାଡଖାଇ, ଆପଣ କାଲି କ’ଣ ଖାଇବେ ତାହାକୁ ନେଇ ଆଜିଠୁ ତାଲିକା ପ୍ରସ୍ତୁତ କରିସାରିବେଣି। ତାହା ମାଛ, ଚିକେନ, ମଟନ କିମ୍ବା କଙ୍କଡା ମଧ୍ୟ ହୋଇପାରେ। ଆପଣ ଯଦି ଆମିଷ ପ୍ରିୟ, ତେବେ ଆପଣ ବିଭିନ୍ନ ପ୍ରକାର ସ୍ୱାଦର ଚିକେନ ହେଉ କିମ୍ବା ମଟନ ନିଶ୍ଚିତ ଭାବେ ଖାଇଥିବେ। ତାହା ପୁଣି ଭିନ୍ନ…