Below header
Browsing Tag

tapaswini marriage dispute

୪ଦିନ ଛୁଟି ନେଇ ଡାକ୍ତର ସ୍ୱାମୀ ଫେରାର୍, କାନ୍ଦି କାନ୍ଦି ଦୁଃଖ ବଖାଣିଲେ ସ୍ତ୍ରୀ ତପସ୍ୱିନୀ

ବ୍ରହ୍ମପୁର(କେନ୍ଯୁଜ୍): ବ୍ରହ୍ମପୁରର ତପସ୍ୱିନୀ ଦାସ ଓ ସ୍ୱାମୀ ସୁମିତଙ୍କ ପାରିବାରିକ ବିବାଦ ମାମଲାରେ ନୂଆ ମୋଡ଼ । ସ୍ୱାମୀ ଫେରାର ହୋଇଯାଇଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି ପତ୍ନୀ ତପସ୍ୱିନୀ । ସକାଳୁ ଫେରାର ଥିବା କହିଛନ୍ତି ତପସ୍ୱିନୀ । ଗତକାଲି ଏସ୍‌ଡିଜେଏମ୍‌ କୋର୍ଟଙ୍କ ଅର୍ଡର ପରେ…

କଡା ସୁରକ୍ଷା ବଳୟ ଭିତରେ ଏକାଠି ଅଛନ୍ତି ସୁମିତ୍ ଓ ତପସ୍ବିନୀ, ସଂପର୍କ ଯୋଡ଼ିବାକୁ SDJM କୋର୍ଟଙ୍କ ଉଦ୍ୟମ

ବ୍ରହ୍ମପୁର(କେନ୍ଯୁଜ୍): ଶ୍ୱଶୁର ଘର ସମ୍ମୁଖରେ ନବବଧୂ ତପସ୍ୱିନୀ ଧାରଣା ଦେବା ମାମଲାରେ ଏସ୍‌ଡିଜେଏମ୍‌ କୋର୍ଟ  ଗୁରୁତ୍ୱପୂର୍ଣ୍ଣ ରାୟ ଦେବା ପରେ ଏବେ ଉଭୟ ସୁମିତ୍ ଓ ତପସ୍ବିନୀ ଏକାଠି ଅଛନ୍ତି। ଉଭୟଙ୍କ ମଧ୍ୟରେ ସଂପର୍କ ଯୋଡ଼ିବାକୁ SDJM ଏପରି ଉଦ୍ୟମ କରିଛନ୍ତି। ଉଭୟଙ୍କୁ ୭ ଦିନ…

ସମ୍ପର୍କ ସୁଧାରିବାକୁ ୭ ଦିନ: ଆସିକା ଚିନି ଶିଳ୍ପ ଅତିଥି ଭବନରେ ସ୍ୱାମୀ ସୁମିତଙ୍କ ସହ ରହିଲେ ତପସ୍ୱିନୀ

ବ୍ରହ୍ମପୁର(କେନ୍ଯୁଜ୍): ସମ୍ପର୍କ ସୁଧାରିବାକୁ ୭ ଦିନ। ସ୍ୱାମୀ ସୁମିତଙ୍କ ସହ ରହିବେ ତପସ୍ୱିନୀ ଦାସ । ସାତ ଦିନ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟ । ଉଭୟଙ୍କୁ ଆସିକା ଚିନି ଶିଳ୍ପ ଅତିଥି ଭବନରେ ରଖାଯାଇଛି। ଆସିକା ଥାନା ଅଧିକାରୀଙ୍କ ଦାୟିତ୍ୱରେ…