Below header
Browsing Tag

tawa paneer receipe

ସ୍ନାକ୍ସରେ କିଛି ହାଲ୍‌କା ଖାଇବାକୁ ଚାହୁଁଥିଲେ ଟ୍ରାଏ କରନ୍ତୁ ‘ତାଓ୍ଵା ପନିର’, ବନାଇବାକୁ ଲାଗିବ ମାତ୍ର ୧୦ ମିନିଟ୍‌

ଜଳଖିଆରେ ପିଲାମାନେ ସବୁବେଳେ କିଛି ନା କିଛି ନୂଆ ଖାଇବାକୁ ମନ କରିଥାନ୍ତି। ଯଦି ଆପଣଙ୍କ ପିଲା ବି ଆଜି କିଛି ନୂଆ ଖାଇବାକୁ ଜିଦ୍‌ କରୁଥାଏ, ତେବେ ତାଙ୍କୁ ପନିରର ଏକ ଚଟ୍‌ପଟା ଆଇଟମ୍‌ କରି ଖୁଆନ୍ତୁ। ଆଜି ରବିବାରରେ ସ୍ନାକ୍ସରେ ପିଲାଙ୍କୁ ଖୁଆନ୍ତୁ ‘ତାଓ୍ଵା ପନିର’। ଏହାକୁ ପ୍ରସ୍ତୁତ…