Browsing Tag

technician and trade apprentice

IOCL ରେ ଖାଲିପଡିଛି ୨୪୯୫ ଟେକ୍ନସିଆନ ଏବଂ ଟ୍ରେଡ ଆପରଣ୍ଟିସ ପଦବୀ, ୧୨ ନଭେମ୍ବର ପର୍ଯ୍ୟନ୍ତ ଆବେଦନ କରିବାର ସୁଯୋଗ

ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ(IOCL)ରେ ଚାକିରି ଖୋଜୁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର। ଯଦି ଆପଣ ଏଠାରେ ଚାକିରି କରିବାକୁ ଚାହୁଁଚନ୍ତି ତେବେ ତୁରନ୍ତ କରନ୍ତୁ ଆବେଦନ। ଆଇଓସିଏଲରେ ଖାଲିପଡିଛି ଟେକ୍ନିସିଆନ୍‌ ଏବଂ ଟ୍ରେଡ୍‌ ଆପରଣ୍ଟିସ ୨୪୯୫ ପଦବୀରେ ନିଯୁକ୍ତି ପାଇଁ ଆବେଦନ…