Browsing Tag

tele actor

ପପୁଲାର ଟିଭି ଆକ୍ଟରଙ୍କ ଅବସ୍ଥା ସଂକଟାପନ୍ନ, ଫ୍ୟାନ୍ସଙ୍କୁ ପ୍ରାର୍ଥନା କରିବାକୁ ଅନୁରୋଧ କଲେ ସ୍ତ୍ରୀ

ସାରା ଦେଶ ଏବେ କରୋନା ଭାଇରସ ସହ ଲଢ଼େଇ କରୁଛି। ଏହି ଭାଇରସ ଏବେ ତାର ରୌଦ୍ର ରୂପ ଦେଖାଇବା ଆରମ୍ଭ କଲାଣି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଟିଭି ଏବଂ ଫିଲ୍ମ ଜଗତର କଳାକାରମାନେ ମଧ୍ୟ ଏହି ରୋଗର ଶିକାର ହେଉଛନ୍ତି। କିଛି ସପ୍ତାହ ତଳେ ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତା ଅନିରୁଦ୍ଧ ଦାଭେ…