Browsing Tag

thunderstorm fire

ସୁକିନ୍ଦା: ବଜ୍ରାଘାତରେ ନିଆଁ ଲାଗି ୫ ପରିବାରର ୧୨ ବଖରା ଘର ପୋଡି ପାଉଁଶ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ସୁକିନ୍ଦା(କେନ୍ୟୁଜ୍) : ବଜ୍ରାଘାତରେ ପୋଡିଲା ଘର । ଗତକାଲି ମଧ୍ୟ ରାତିରେ ବଜ୍ରାଘାତରେ ନିଆଁ ଲାଗି ୫ ପରିବାରର ୧୨ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ସୁକିନ୍ଦା ତହସିଲ ଅନ୍ତର୍ଗତ ଦୁଧଜୋରି ପଞ୍ଚାୟତ ବୋତଲଣ୍ଡା ଗାଁରେ ଘଟିଛି ଏହି ଘଟଣା । ପଡୋଶୀ ଢେଙ୍କାନାଳ ଜିଲ୍ଲା ଭୁବନ ଓ ସୁକିନ୍ଦା…