Browsing Tag

thursday tips

ବାହାଘରରେ ଆସୁଥିବା ବାଧା ଦୂର କରିବାକୁ ଗୁରୁବାର ଦିନ କରନ୍ତୁ ଏହି ଉପାୟ, ସପ୍ତାହକ ଭିତରେ ପାଇବେ ଖୁସି ଖବର

ବୃହସ୍ପତି ଗ୍ରହକୁ ଦେବ ଗ୍ରହ ବୋଲି କୁହାଯାଏ। ୯ଟି ଗ୍ରହ ମଧ୍ୟରୁ ବୃହସ୍ପତିଗ୍ରହଙ୍କୁ ରାଜା ବୋଲି ବିବେଚନା କରାଯାଏ। କୁହାଯାଏ, କୁଣ୍ଡଳୀରେ ଗୁରୁ ଗ୍ରହ ଦୁର୍ବଳ ଥିଲେ ବ୍ୟକ୍ତିଙ୍କ ବିବାହ ବିଳମ୍ବରେ ହୋଇଥାଏ। ଏଥିସହ ଆର୍ଥିକ ସଙ୍କଟର ବି ସାମ୍ନା କରିବାକୁ ପଡ଼େ। ପାଠପଢ଼ାରେ ବାଧା ଉପୁଜୁଥିଲେ…