Below header
Browsing Tag

tiger hunting in water

ଶିକାର ଘରେ ଶିକାରୀ, ପାଣି ଭିତରେ ଶିକାର କରୁଛି ବାଘ ଦେଖନ୍ତୁ ଭୟଙ୍କର ଭିଡିଓ

କୁହାଯାଏ ପାଣିରେ ରହି କୁମ୍ଭୀର ସଂଗେ କଳି କିନ୍ତୁ ଏଠି କଳି ନୁହେଁ ବରଂ କୁମ୍ଭୀରକୁ ଶିକାର କରାଯାଉଛି । ଏମିତି ଶିକାର ଯାହାକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ । କିଛି ସମୟ ପାଇଁ ଆପଣ ଭାବିବାକୁ ବାଧ୍ୟ ହେବେ ଯେ କଣ ସତରେ ଏହା ସମ୍ଭବ ? ଆଜ୍ଞା ହଁ ଏହା ସତ । ଏହା ସମ୍ଭବ ମଧ୍ୟ । ଯଦି…