Below header
Browsing Tag

titilagarh news

ଟିଟିଲାଗଡ଼ ନିମୁର୍ଲା ଗାଁରେ ଅନ୍ଧବିଶ୍ୱାସର ଅଦ୍ଭୁତ ଚିତ୍ର, ୪ ଜଣ ଝିଅଙ୍କ ଶରୀରରେ ଆତ୍ମା ପ୍ରବେଶ କରିଥିବା ଅଭିଯୋଗ !

ଟିଟିଲାଗଡ଼(କେନ୍ଯୁଜ୍): ବଲାଙ୍ଗିର ଟିଟିଲାଗଡ଼ ବ୍ଲକ ନିମୁର୍ଲା ଗାଁରେ ଅନ୍ଧବିଶ୍ୱାସର ଅଦ୍ଭୁତ ଚିତ୍ର । ୪ ଜଣ ଝିଅଙ୍କ ଶରୀରରେ ଦେଖିବାକୁ ମିଳିଛି ପରିବର୍ତ୍ତନ । ଗୁଣି ଗାରେଡିର ଶିକାର ହୋଇ ସେମାନଙ୍କ ଦେହରେ ଆତ୍ମା ପ୍ରବେଶ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ଗାଁରେ ଚାପା ଉତ୍ତେଜନା…

ପାଣି ପାଇଁ ରାସ୍ତା ଅବରୋଧ: ରାସ୍ତା ଉପରେ ବାଲ୍‌ଟି, ଗରା ଧରି ମହିଳାଙ୍କ ପ୍ରତିବାଦ

ଟିଟିଲାଗଡ଼: ପାଣି ପାଇଁ ରାସ୍ତା ଅବରୋଧ। ଗୋଟିଏ ପଟେ ତାତି ଅନ୍ୟପଟେ ଜଳକଷ୍ଟ। ରାସ୍ତା ଉପରେ ବାଲ୍‌ଟି, ଗରା ଧରି ଛିଡା ହୋଇଛନ୍ତି ମହିଳା। ଗତ ୧୫ ଦିନ ଧରି ଟିଟିଲାଗଡ଼ ପୌରପରିଷଦ ୧୧ନମ୍ବର ସିରଭଟ୍ଟା ପଡାକୁ ପାଣି ଯୋଗାଇ ଦିଆଯାଇନାହିଁ। ଫଳରେ ପାଣି ଟୋପାଏ ପାଇଁ ମହିଳାମାନେ ରାସ୍ତାକୁ…

ଟିଟିଲାଗଡ଼ରେ ମାଡୁଛି କରୋନା: ହେଲେ କେହି ମାନୁନାହାନ୍ତି କଟକଣା, ହାଟ ବଜାରରେ ଲୋକଙ୍କ ଗହଳି

ଟିଟିଲାଗଡ଼: ଟିଟିଲାଗଡ଼ରେ ମାଡ଼ୁଛି କରୋନା । ଜଣେ ଆକ୍ରନ୍ତଙ୍କ ଜୀବନ ବି ଗଲାଣି । ହେଲେ ଲୋକଙ୍କ ଭିତରେ ନାହିଁ ଡର ଭୟ । କେହି ମାନୁନାହାନ୍ତି କୋଭିଡ କଟକଣା । ସହରରେ ସାମାଜିକ ଦୂରତା କହିଲେ କିଛି ନାହିଁ । ହାଟ ବଜାରରେ ଲୋକଙ୍କ ଗହଳି । ଅନେକ ଲୋକ ମାସ୍କ ବି ପିନ୍ଧୁ ନାହାନ୍ତି ।…