Below header
Browsing Tag

tractor crashed

ଆନନ୍ଦପୁର : ଟାୟାର ମରାମତି ବେଳେ ଫାଟିଲା ଟ୍ରାକ୍ଟର ଚକା; ଡ୍ରାଇଭର ମୃତ, ଜଣେ ଗୁରୁତର

ଆନନ୍ଦପୁର (କେନ୍ୟୁଜ୍): ଆନନ୍ଦପୁର ଉପଖଣ୍ଡ ,ନନ୍ଦିପଦା ଥାନା ଶାସଙ୍ଗ ଛକ ନିକଟରେ ଘଟିଛି ଅଘଟଣ । ଛକ ଠାରେ ଥିବା ଏକ ମୋଟର ଟାୟାର ମରାମତି ଦୋକାନକୁ ଅସିଥିବା ଟ୍ରାକ୍ଟରର ଚକଫାଟି ଘଟଣା ସ୍ଥଳରେ ଡ୍ରାଇଭରର ମୃତ୍ଯୁ ଘଟିଥିବାବେଳେ ଟ୍ରାକ୍ଟର ମାଲିକ ଗୁରୁତର ହୋଇଛନ୍ତି । ଉଭୟ ଡ୍ରାଇଭର ମାଧବ…