Below header
Browsing Tag

transparency bribe report

ପ୍ରକାଶ ପାଇଲା ଇଣ୍ଡିଆ କରପ୍‌ସନ ସର୍ଭେ ୨୦୧୯, କମ୍‌ ଲାଞ୍ଚ କାରବାର ହେଉଥିବା ରାଜ୍ୟଗୁଡିକ ମଧ୍ୟରେ ରହିଛି ଓଡ଼ିଶା

କେନ୍ୟୁଜ୍(ବ୍ୟୁରୋ): ଆସିଛି ଇଣ୍ଡିଆ କରପ୍‌ସନ ସର୍ଭେ ୨୦୧୯। ଯେଉଁଠି ଦେଶରେ ବିଭିନ୍ନ ରାଜ୍ୟରେ ହେଉଥିବା ଲାଞ୍ଚ କାରବାରକୁ ନେଇ ରିପୋର୍ଟ ପ୍ରସ୍ତୁତ ହେଉଛନ୍ତି। ଟ୍ରାନ୍‌ସପରେନ୍‌ସି ଇଣ୍ଟନ୍ୟାସନାଲ ଇଣ୍ଡିଆ ଓ ଲୋକାଲ ସର୍କଲ ଏହି ରିପୋର୍ଟକୁ ପ୍ରସ୍ତୁତ କରାଯାଇଛି। ଗତ ଏକ ବର୍ଷ ଭିତରେ କେତ…