Browsing Tag

truck caught fire in sonepur

ସର୍ଟ ସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ, ଗାଡ଼ିରୁ ଡେଇଁ ଜୀବନ ବଞ୍ଚାଇଲେ ଡ୍ରାଇଭର ଏବଂ ହେଲପର

ସୋନପୁର: ଟ୍ରକରେ ଲାଗିଲା ନିଆଁ। ଗତକାଲି ବିଳମ୍ବିତ ରାତିରେ ସୋନପୁର ଜିଲ୍ଲା ବିନିକା ପୋଲିସ୍ ସୀମା ଅନ୍ତର୍ଗତ ସିଙ୍ଘିଜୁବାରେ ହଠାତ୍ ଟ୍ରକରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ଟ୍ରକରେ ନିଆଁ ଲାଗିବା ଦେଖି ଗାଡ଼ିର ଡ୍ରାଇଭର ଏବଂ ହେଲପର ଗାଡ଼ିରୁ ଡେଇଁ ନିଜର ଜୀବନ ବଞ୍ଚାଇବାରେ ସଫଳ…