Below header
Browsing Tag

truck-Tata AC

ବାଲି ବୋଝେଇ ଟ୍ରକ-ଟାଟା ଏସି ମୁହାଁମୁହିଁ ଧକ୍କା: ଶାଶୁ ମୃତ, ଜ୍ୱାଇଁ ଓ ଡ୍ରାଇଭର ଗୁରୁତର

କରଞ୍ଜିଆ (କେନ୍ୟୁଜ): ଠାକୁରମୁଣ୍ଡାଠାରୁ ୧ କିମି ଦୂର ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ବିଦ୍ୟୁତ କାର୍ଯ୍ୟାଳୟ ନିକଟରେ ଶୁକ୍ରବାର ରାତି ପ୍ରାୟ ୮.୨୦ ମିନିଟ ସମୟରେ ଏକ ବାଲି ବୋଝେଇ ଟ୍ରକ ସହିତ ଟାଟା ଏସି ଭ୍ୟାନ ମୁହାଁମୁହିଁ ଧକ୍କା ହେବାରୁ ଦୁର୍ଘଟଣା ଘଟିଥିଲା। ଫଳରେ ଟାଟା ଏସିରେ ବସି…