ଚାଣକ୍ୟ ନୀତି : ଏମାନେ ହିଁ ବ୍ୟକ୍ତିର ପ୍ରକୃତ ବନ୍ଧୁ, ଯିଏ ମରିବା ପର୍ଯ୍ୟନ୍ତ ରୁହନ୍ତି ସାଙ୍ଗରେ
ବନ୍ଧୁ, ଏପରି ଏକ ଶବ୍ଦ, ଯାହା କିଛି ବି ନବୁଝି ବିଚାରି ଆପଣଙ୍କ ଯେକୌଣସି ପରିସ୍ଥିତିରେ ମଧ୍ୟ ଆପଣଙ୍କ ସାଥିରେ ରହିଥାଏ। ପ୍ରକୃତ ବନ୍ଧୁ କେବେ ବି ଦେଖିନି ଭଲ ମନ୍ଦ। ସାଙ୍ଗର ସାହାଯ୍ୟ କିମ୍ବା ଅସୁବିଧାରେ ଆଗ ଆସି ଠିଆ ହୁଏ ପ୍ରକୃତ ବନ୍ଧୁ। ବନ୍ଧୁ ଯଦି ଭଲ ହେବେ କଠିନରୁ କଠିନ ପରିସ୍ଥିତିରେ…