Browsing Tag

tulsi worship

ତୁଳସୀଙ୍କୁ ଜଳଦାନ କରିବା ସମୟରେ ଜପ କରନ୍ତୁ ଏହି ମନ୍ତ୍ର, ମିଳିବ ସୁଖ-ସମୃଦ୍ଧିର ବରଦାନ

ହିନ୍ଦୁ ଧର୍ମରେ ତୁଳସୀଙ୍କୁ ପୂଜା କରାଯାଏ। ତୁଳସୀ ମାତାଙ୍କୁ ପବିତ୍ର ବୋଲି ଧରାଯାଏ। ପ୍ରତ୍ୟକ ଦିନ ସକାଳୁ ସ୍ନାନ କରି ତୁଳସୀ ଗଛକୁ ପୂଜା ଏବଂ ପରିକ୍ରମା କରିବା ଆବଶ୍ୟକ। ଏହାପରେ ତୁଳସୀଙ୍କର ମନ୍ତ୍ରକୁ ପଢ଼ିବା ଉଚିତ। ଏହି ମନ୍ତ୍ରକୁ ପଢ଼ିବା ବେଳେ ଘରର ପୂର୍ବ ଦିଶା ଆଡକୁ ମୁହଁ କରିକି…