Below header
Browsing Tag

tvs jupiter

ଲକ୍ଷେ ଟଙ୍କାରୁ କମ ବଜେଟ ଅଛି କି? ଝିଅମାନଙ୍କ ପାଇଁ ବେଷ୍ଟ ଏହିସବୁ ସ୍କୁଟର

ଭାରତୀୟ ବଜାରରେ ପ୍ରାଧାନ୍ୟ ବିସ୍ତାର କରୁଥିବା ଅନେକ ଟୁ ହ୍ଵିଲର୍ ଗାଡି ଅଛି । ଅନେକ ଟୁ ହ୍ଵିଲର ଉତ୍ପାଦନକାରୀ କମ୍ପାନୀ ଝିଅମାନଙ୍କ ଆରାମକୁ ଦୃଷ୍ଟିରେ ରଖି ଟୁ ହ୍ଵିଲର ଗାଡିକୁ ଡିଜାଇନ୍ କରନ୍ତି । ବଜାରରେ ଏପରି ଅନେକ ସ୍କୁଟର ଅଛି, ଯାହା ଝିଅମାନଙ୍କ ପସନ୍ଦ ପାଲଟିଛି । ଏଥିରେ ଟିଭିଏସ୍,…

ଆକ୍ଟିଭା ଇଲେକଟ୍ରିକକୁ ଟକ୍କର ଦେବାକୁ ଆସୁଛି TVS Jupiter, ଜାଣନ୍ତୁ ଦାମ ଏବଂ କଣ ରହିଛି ଖାସ୍‌ ଫିଚର୍ସ

ଆସିଗଲା ହୋଣ୍ଡା ଆକ୍ଟିଭାକୁ ଟକ୍କର ଦେବା ଭଳି ଇଲେକଟ୍ରିକ ସ୍କୁଟର । ହୋଣ୍ଡାର ସବୁଠାରୁ ପାଓ୍ଵାରଫୁଲ ଅପକମିଙ୍ଗ ଇଲେକଟ୍ରିକ ସ୍କୁଟର Honda Activa Electric କୁ କଡା ଟକ୍କର ଦେବାକୁ ରେଡି ହେଉଛି TVS Jupiter Electricସ୍କୁଟର । ଆଜ୍ଞା ହଁ ଦେଶର ସବୁଠାରୁ ବଡ ଏବଂ ଲୋକପ୍ରିୟ ଅଟୋ…

TVS Jupiter ରେ ମିଳୁଛି ଆକର୍ଷଣୀୟ ଦୀପାବଳି ଅଫର, ଜିରୋ ଫାଇନାନ୍ସ ସହିତ ମିଳୁଛି କ୍ୟାସବ୍ୟାକ

ଫେଷ୍ଟିଭ ସିଜିନରେ ଅନେକ ସାମଗ୍ରୀରେ ବିଭିନ୍ନ କମ୍ପାନୀ ଅଫର ଦେଉଛି। ଟିଭିଏସ୍ କମ୍ପାନୀ ମଧ୍ୟ ସବୁଠାରୁ ଅଧିକ ବିକ୍ରି ହେଉଥିବା ସ୍କୁଟି TVS Jupiter ଉପରେ ଆକର୍ଷଣୀୟ ଅଫର ଦେଉଛି। କମ୍ପାନୀ ଏଥିରେ ଜିରୋ ଫାଇନାନ୍ସ ରୁ କ୍ୟାସବ୍ୟାକ ଯାଏଁ ଅଫର୍ ଦେଉଛି। ଏହି ଅଫର ଅନୁସାରେ ଆପଣ କୌଣସି…