Below header
Browsing Tag

twitter offices shuts

ଭାରତରେ ଦିଲ୍ଲୀ ଓ ମୁମ୍ବାଇ ଅଫିସକୁ ବନ୍ଦକଲା ଟ୍ଵିଟର, କର୍ମାଚାରୀଙ୍କୁ କହିଲା ଘରୁ କାମ କର

କେନ୍ୟୁଜ୍‌(ବ୍ୟୁରୋ): ଭାରତରେ ନିଜର ଅଫିସକୁ ବନ୍ଦକଲା ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ଵିଟର । ଦେଶରେ ଥିବା ନିଜର ୩ଟି ଅଫିସ ମଧ୍ୟରୁ ୨ଟି ଅଫିସକୁ ଟ୍ଵିଟର ପକ୍ଷରୁ ବନ୍ଦ କରିଦିଆଯାଇଛି । ଦିଲ୍ଲୀ ଓ ମୁମ୍ବାଇ ଅଫିସକୁ ବନ୍ଦ କରିଦେଇଛି ଟ୍ଵିଟର । ଏହି ଅଫିସରେ କାମ କରୁଥିବା କର୍ମଚାରୀଙ୍କୁ ଘରୁ…