Below header
Browsing Tag

UK passengers test positive

ଚିନ୍ତା ବଢ଼ାଉଛି କରୋନାର ନୂଆ ରୂପ: ବ୍ରିଟେନ ଫେରନ୍ତା ୨୦ ବ୍ୟକ୍ତି କୋଭିଡ୍ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ବ୍ରିଟେନରେ ଆତଙ୍କ ସୃଷ୍ଟି କରିଛି କରୋନାର ନୂଆ ଷ୍ଟ୍ରେନ୍‌ । ପୂର୍ବାପେକ୍ଷା ଏହା ଅଧିକ ମାରାତ୍ମକ ଓ ଦ୍ରୁତଗତିରେ ସଂକ୍ରମଣ କରୁଛି ବୋଲି କୁହାଯାଉଛି । ବ୍ରିଟେନରୁ ଫେରନ୍ତାଙ୍କ ମଧ୍ୟରେ ୨୦ ଜଣ ପଜିଟିଭ ବାହାରିଛନ୍ତି । ରବିବାର ଓ ସୋମବାର ସେମାନେ ବ୍ରିଟେନରୁ ଆସି ଭାରତରେ…