Below header
Browsing Tag

Union Bank of India Recruitment 2022

Union Bank ରେ ଖାଲିପଡିଛି SO ଏବଂ ଡୋମେନ ଏକ୍ସପର୍ଟ ପଦବୀ, ଜାଣନ୍ତୁ କେମିତି କରିବେ ଆବେଦନ

ବ୍ୟାଙ୍କ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ। ୟୁନିଅନ ବ୍ୟାଙ୍କରେ ଖାଲିପଡିଛି ପଦବୀ। ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆରେ ସ୍ପେଶାଲ କ୍ୟାଡର ଅଫିସର ଏବଂ ଡୋମେନ ଏକ୍ସପର୍ଟ ପଦ ପାଇଁ ଆବେଦନ ଗ୍ରହଣ କରୁଛି। ୟୁବିଆଇରେ ଏହି ନିଯୁକ୍ତି ଚୁକ୍ତିଭିତ୍ତିକ ହେବ। ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ଅଧିକାରକ…