Browsing Tag

uthra murder case

କେରଳ: ନାଗସାପ କିଣିକି ଆଣିଲା ସ୍ୱାମୀ, ପୁଣି ସାପକୁ ଉସୁକାଇ ସ୍ତ୍ରୀକୁ ମରାଇଲା ଚୋଟ; ଡମି ଟେଷ୍ଟରେ ଖୋଲିଗଲା ରାଜ

କେରଳ ପୋଲିସ ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବା ପାଇଁ ନିଆରା ଡମି ଟେଷ୍ଟ କରିଛି। ଉଥରା ହତ୍ୟାକାଣ୍ଡ ମାମଲାର ତଦନ୍ତ କରୁଥିବା ଟିମ୍‌ ଏକ ସାପ ଓ ପୁତୁଳା ସହିତ ସିନ୍‌ ରିକ୍ରିଏଟ୍‌ କରିଥିଲା। ଟିମ୍‌ର ବିଶେଷଜ୍ଞମାନେ ଏହା ଜାଣିବାକୁ ଚେଷ୍ଟା କରିଥିଲେ କି, ସାପ ଯଦି ସାଧାରଣ ଭାବେ କାମୁଡ଼େ…