ଆମେରିକା ଗଟ୍ ଟ୍ୟାଲେଣ୍ଟ ଟାଇଟଲ ବାଜି ମାରିନେଲା ଭି. ଅନିବିଟେବୁଲ ଡ୍ୟାନ୍ସ ଗ୍ରୁପ, ଛୁଟୁଛି ଶୁଭେଚ୍ଛାର ସୁଅ
ମୁମ୍ବାଇର ଭି. ଅନବିଟେବୁଲ ଡ୍ୟାନ୍ସ ଗ୍ରୁପ ଆମେରିକା ଗଟ୍ ଟ୍ୟାଲେଣ୍ଟ ଶୋ ବିଜେତା ହୋଇଛନ୍ତି। ଏ ନେଇ ଗ୍ରୁପ୍ର ସମସ୍ତ ନୃତ୍ୟଶିଳ୍ପୀଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ୨୯ଜଣ ଡ୍ୟାନ୍ସରକୁ ନେଇ ସୃଷ୍ଟ ଭି.ଅନ୍ବିଟେବୁଲ ଗ୍ରୁପ୍। ପୂର୍ବରୁ ଗ୍ରୁପ୍ର ସଦସ୍ୟମାନେ ଡ୍ୟାନ୍ସ…