ଆସନ୍ତାବର୍ଷ ଟିକା ବିତରଣ ପାଇଁ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତି, ଟିକା ବିତରଣ ବେଳେ ସ୍କୁଲକୁ ବ୍ୟବହାର କରାଯିବ
କେନ୍ୟୁଜ୍(ବ୍ୟୁରୋ): ଆସନ୍ତାବର୍ଷ ଟିକା ବିତରଣ ପାଇଁ ପ୍ରସ୍ତୁତି । ଭ୍ୟାକ୍ସିନ୍ ପାଇଁ ପ୍ରସ୍ତୁତ ହୋଇଛି ବ୍ଳୁ ପ୍ରିଣ୍ଟ । ନିର୍ବାଚନ ସମୟରେ ଯେପରି ସ୍କୁଲକୁ ବୁଥ୍ ଭାବେ ବ୍ୟବହାର କରାଯାଏ, ସେହିପରି ଟିକା ବିତରଣ ବେଳେ ସ୍କୁଲକୁ ବ୍ୟବହାର କରାଯିବ । ଟିକାକରଣର କିଛି ଦିନ ପୂର୍ବରୁ…