Browsing Tag

valuation of omr sheets manually

ଚଳିତ ବର୍ଷ ମାନୁଆଲି ଦେଖାଯିବ ମାଟ୍ରିକ ପରୀକ୍ଷା ଖାତା : ବଦ୍ରିନାରାୟଣ ପାତ୍ର

ଭୁବନେଶ୍ବର(କେନ୍ୟୁଜ୍) : ଚଳିତ ବର୍ଷ ମାଟ୍ରିକ ମୂଲ୍ୟାୟନ କମ୍ପ୍ୟୁଟରରେ ହୋଇପାରିବନାହିଁ। ଏଥର ମାନୁଆଲି ଦେଖାହେବ ପରୀକ୍ଷା ଖାତା। ମାଟ୍ରିକ ପରୀକ୍ଷାରେ ତ୍ରୁଟି ଥିବା ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ସ୍ୱୀକାର କରିଛନ୍ତି। OMR ସିଟ୍‌ରେ D ନଥିବା ମଧ୍ୟ ମନ୍ତ୍ରୀ ସ୍ୱୀକାର…