Browsing Tag

VANDLISIM IN HINDU TEMPLE

ଆମେରିକାରେ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା

ନୂଆଦିଲ୍ଲୀ : ଆମେରିକାର କେଣ୍ଟୁକିରେ ହିନ୍ଦୁ ମନ୍ଦିର ଭିତରେ ଭଙ୍ଗାରୁଜା । ଏଠାକାର ଲୁଇସ୍‌ବିଲ୍‌ ସ୍ଥିତ ସ୍ୱାମୀ ନାରାୟଣ ମନ୍ଦିରରେ କିଛି ଦୁର୍ବୃତ୍ତ ଭଙ୍ଗାରୁଜା କରିବା ସହ ଠାକୁରଙ୍କ ମୂର୍ତ୍ତି ଉପରେ କଳା ରଙ୍ଗ ଲଗାଇ ଦେଇଛନ୍ତି । ଏହା ସହିତ ମନ୍ଦିର କାନ୍ଥରେ ଲେଖିଛନ୍ତି ‘ଯୀଶୁଖ୍ରୀଷ୍ଟ…