Below header
Browsing Tag

victory in own case against builder

ହାର୍‌ ମାନିଲେନି ବରିଷ୍ଠ ନାଗରିକ, ନିଜେ କେସ୍‌ ଲଢ଼ି ପାନେ ଦେଲେ ବିଲଡର୍‌କୁ; ଜାଣନ୍ତୁ ପୂରା ମାମଲା

ଦୃଢ ଇଚ୍ଛାଶକ୍ତି ଏବଂ ମନୋବଳ ଆଗରେ ବୟସ ହାର ମାନିଛି। ନିଜର ପ୍ରାପ୍ୟ ପାଇଁ ପରିଣତି ବୟସରେ ମଧ୍ୟ କୋର୍ଟରେ କେସ ଲଢି ଜିତାପଟ ହାସିଲ କରିଛନ୍ତି ୭୦ ବର୍ଷୀୟ ବୃଦ୍ଧା। ଏମ୍‌.ଏଲ୍‌ ସାହୁ ଜଣେ ପ୍ରଶାସନିକ ଅଧିକାରୀ ଭାବେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନରେ କାମ କରୁଥିଲେ। ଅବସର ଗ୍ରହଣ କରିବା…