Below header
Browsing Tag

VILLAGERS BOYCOTT VOTING

ଗ୍ରାମର ବିକାଶ ଦାବି କରି ଭୋଟ୍‌ ବର୍ଜନ କଲେ କେନ୍ଦୁଝର ଧଳାଡିହି ଗ୍ରାମବାସୀ

ବାଂଶପାଳ (କେ ନ୍ୟୁଜ୍‌) : ନିଜ ଅଞ୍ଚଳର ବିକାଶ ଦାବିରେ ଭୋଟ୍‌ ବର୍ଜନ କଲେ ଗାଁ ଲୋକେ । କେନ୍ଦୁଝର ଜିଲ୍ଲାର ଦୁର୍ଗମ ଅଞ୍ଚଳ ବଣ ପାହାଡ ଘେରା ବାଂଶପାଳ ବ୍ଲକରେ ଏପରି ଅନେକ ଅଞ୍ଚଳ ଅଛି ଯେଉଁ ଠାରେ ବସବାସ କରୁଥିବା ଲୋକମାନେ ସରକାରଙ୍କ ଦ୍ବାରା ଦିଆଯାଉଥିବା ମୌଳିକ ସୁବିଧାରୁ ବଞ୍ଚିତ ।…