Browsing Tag

villagers meet collector

ସମସ୍ୟା ଘେରରେ ନୂଆଗାଁ ବ୍ଲକ ମହିପୁର ପଞ୍ଚାୟତ ମଳିସ ଗାଁ

ନୟାଗଡ଼: ପାନୀୟ ଜଳ ଓ ରାସ୍ତା ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମହିପୁର ପଞ୍ଚାୟତ ମଳିସ ଗାଁର ଲୋକେ । ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟକୁ ଆସି ଗାଁରେ ଥିବା ପାନୀୟ ଜଳ ଓ ରାସ୍ତା ସମସ୍ୟା ଉପରେ ଏକ ଲିଖିତ ଅଭିଯୋଗ କରଯାଇଛି । ଦୀର୍ଘ ୭ବର୍ଷ ହେବ…