Below header
Browsing Tag

water leak

ବ୍ରହ୍ମପୁର ଖୋଡାସିଙ୍ଗା ରାସ୍ତା ଉପରେ କୃତ୍ରିମ ବନ୍ୟା, ୨୮ ଇଂଚିଆ ପାଣି ପାଇପ୍‌ ଫାଟି ଯିବାରୁ ଜଳ ଯୋଗାଣ…

ବ୍ରହ୍ମପୁର: ରାସ୍ତା ଉପରେ କୃତ୍ରିମ ବନ୍ୟା। ବ୍ରହ୍ମପୁର ଖୋଡାସିଙ୍ଗା ରାସ୍ତାରେ ୨୮ ଇଂଚିଆ ପାଣି ପାଇପ୍‌ ଫାଟି ଯିବାରୁ ରାସ୍ତା ଉପରେ କିଛି ସମୟ ପାଇଁ କୃତ୍ରିମ ବନ୍ୟା ସୃଷ୍ଟି ହୋଇଥିଲା। ଫଳରେ ବ୍ରହ୍ମପୁର ସହରକୁ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଖବର ପାଇ PHD କର୍ତ୍ତୁପକ୍ଷ…

କଟକ: ନ୍ୟାସନାଲ ଲ ୟୁନିଭରସିଟିରେ ଆନ୍ଦୋଳନ, ଛାତ୍ରୀ ନିବାସ ଛାତରୁ ପାଣି ଲିକ ହେଉଥିବାର ହେଲା ଅଭିଯୋଗ

କଟକ ନ୍ୟାସନାଲ ଲ ୟୁନିଭରସିଟିରେ ଆନ୍ଦୋଳନ । ୟୁନିଭରସିଟି ଛାତ୍ରୀ ନିବାସ ଛାତରୁ ପାଣି ବହୁଥିବାରୁ ଅନ୍ତେବାସୀମାନେ ହଇରାଣ ହେଉଛନ୍ତି । ଏନେଇ ସେମାନେ ବାରମ୍ବାର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କିଛି ଲାଭ ଭୋଇନାହିଁ । ହଷ୍ଟେଲ ମରାମତି କରାଯାଉଥିବାରୁ ଛାତ୍ରୀମାନେ…