Below header
Browsing Tag

wedding rumor

ଲଣ୍ଡନରେ ବିବାହ କରିବେ ଅଭିନେତା ବିଦ୍ୟୁତ ଜମୱାଲ

ବିବାହ କରିବେ ବଲିଉଡ୍‌ର  ଲୋକପ୍ରିୟ ଅଭିନେତା ବିଦ୍ୟୁତ ଜମୱାଲ । ଗାର୍ଲଫ୍ରେଣ୍ଡ ନନ୍ଦିତା ମହତାନିଙ୍କ ସହ ଲଣ୍ଡନରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବିଦ୍ୟୁତ । ସେ ନିଜ ଷ୍ଟଣ୍ଟ ଏବଂ ମାର୍ଶଲ ଆର୍ଟ ପାଇଁ ଖୁବ ଲୋକପ୍ରିୟ । ଏହି ଅଭିନେତାଙ୍କ ପାଇଁ ଲକ୍ଷ ଲକ୍ଷ ଝିଅ ପାଗଳ ହେଉଥିବା…

କ୍ରିକେଟରଙ୍କ ସହିତ ବିବାହ ଖବରକୁ ନେଇ ଅନୁଷ୍କା ଦେଲେ ଏଭଳି ପ୍ରତିକ୍ରିୟା, ଜାଣନ୍ତୁ କ’ଣ ରହିଛି ସତ୍ୟତା

ଗତ କିଛିଦିନ ହେଲାଣି ବାହୁବଳୀ ଫେମ୍‌ ଅନୁଷ୍କା ସେଟ୍ଟୀଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା। ନିକଟରେ ଅନୁଷ୍କାଙ୍କ ସହିତ ଜଣେ କ୍ରିକେଟରଙ୍କ ସହିତ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା। କିନ୍ତୁ ସେହି କ୍ରିକେଟର ଜଣକ କିଏ ଏପର୍ଯ୍ୟନ୍ତ ତାଙ୍କ ନାମ ପଦାକୁ ଆସିନି। ଏହି ଖେଳାଳି…